New to Insulin Oriya – ମୁଁ କାହିଁକି ଇନସୁଲିନ ଆବଶ୍ୟକ କରେ?

ରକ୍ତରେ ଗ୍ଲୁକୋଜ୍‍ର ସ୍ତରଗୁଡିକ ନିୟନ୍ତ୍ରିତ କରିବା ପାଇଁ ଏହା ପାନକ୍ରିୟାଜ୍‍ ଦ୍ୱାରା ଉତ୍ପନ୍ନ ହେଉଥିବା ଏକ ହର୍ମୋନ୍‍ । ଇନସୁଲିନର ଅନୁପସ୍ଥିତି କ୍ଷେତ୍ରରେ ଆମର ଶରୀର କୋଷଗୁଡିକ ଶକ୍ତିର ଏକ ଉତ୍ସ ଭାବେ ଗ୍ଲୁକୋଜ୍‍ ବ୍ୟବହାର କରିପାରିବ । ଯେତେବେଳେ ଆପଣଙ୍କର ଡାଏବେଟିସ୍‍ ରହିଥାଏ, ଆପଣଙ୍କ ଶରୀର ଇନସୁଲିନ ତିଆରି କରିନଥାଏ କିମ୍ବା ଆପଣ ତିଆରି କରୁଥିବା ଇନସୁଲିନ ସଠିକ କାର୍ଯ୍ୟ କରିନଥାଏ । ସେଥିପାଇଁ, ଆପଣ ବାହ୍ୟ ଇନସୁଲିନ ଆବଶ୍ୟକ କରିଥାନ୍ତି । ଆପଣ ଏକ ଇନସୁଲିନ ପେନ୍‍, ଏକ ସିରିଞ୍ଜ, କିମ୍ବା ଇନସୁଲିନ ପମ୍ପ ସହାୟତାରେ ଇଞ୍ଜେକସନ୍‍ ଦେବା ଦ୍ୱାରା ଆପଣ ଆବଶ୍ୟକ କରୁଥିବା ଇନସୁଲିନ ଆପଣ ପାଇପାରିବେ । ଇନସୁଲିନ ନେବା: ଆପଣଙ୍କୁ ନିଜର ଶର୍କରା ସ୍ତର ନିୟନ୍ତ୍ରଣ କରିବା ପାଇଁ ସହାୟତା କରିବ ଆପଣଙ୍କୁ ଶକ୍ତି ଦେବ ସୁସ୍ଥ ରହିବା ପାଇଁ ଆପଣଙ୍କୁ ସହାୟତା କରିବ

New to Insulin Oriya – ଶରୀରରେ ଇନସୁଲିନ କ୍ଷରଣ

ଉପବାସ ସ୍ଥିତିରେ କ୍ଷରଣ ହେଉଥିବା ଇନସୁଲିନ ବାସାଲ ଇନସୁଲିନ ଭାବେ ପରିଚିତ । ଖାଦ୍ୟ ଗ୍ରହଣ କରିବା ପରେ ବର୍ଦ୍ଧିତ ରକ୍ତ ଚାପ ସ୍ତର ପ୍ରତିକ୍ରିୟାକରେ ଇନସୁଲିନର କ୍ଷରଣ ବୃଦ୍ଧି ପାଇଥାଏ । ଏହି ପ୍ରକ୍ରିୟା ଡାଏବେଟିସରେ ପ୍ରଭାବିତ ହୋଇଥାଏ ଯେଉଁଥି ପାଇଁ ବାହାରୁ ଇନସୁଲିନ ଇଞ୍ଜେକସନ୍‍ ମାଧ୍ୟମରେ ଦିଆଯିବା ଆବଶ୍ୟକ ।